Door43-Catalog_or_tn/JHN/12/34.md

1.8 KiB
Raw Permalink Blame History

ଯୀଶୁ ସେମାନଙ୍କୁ ଉତ୍ତର ଦେଲେ , “ଆଉ ଅଳ୍ପ ସମୟ ମାତ୍ର ଜ୍ୟୋତିଃ ତୁମ୍ଭମାନଙ୍କ ମଧ୍ୟରେ ଅଛି |ଅନ୍ଧକାର ଯେପରି ତୁମ୍ଭମାନଙ୍କୁ ଗ୍ରାସ ନ କରେ, ଏଥିନିମନ୍ତେ ତୁମ୍ଭମାନଙ୍କ ନିକଟରେ ଜ୍ୟୋତିଃ ଥାଉ ଥାଉ ଗମନାଗମନ କର | ଯେ ଅନ୍ଧକାର ଗମନାଗମନ କରେ ସେ କେଉଁଠାକୁ ଯାଉଅଛି ତାହା ଜାଣେ ନାହିଁ |”

ଏଟି: “ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ : ‘ମୋହର ବାକ୍ୟଗୁଡିକ ତୁମ୍ଭମାନଙ୍କ ନିମନ୍ତେ ଗୋଟିଏ ଆଲୋକ ସଦୃଶ୍ୟ ଅଟେ , ତୁମ୍ଭମାନଙ୍କୁ ବୁଝିବାରେ ସାହାଯ୍ୟ କରିବ କିପରି ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛାନୁଯାୟୀ ବଞ୍ଚିବ | ମୁଁ ତୁମ୍ଭମାନଙ୍କ ସହ ଚିରକାଳ ରହିବି ନାହିଁ |ତୁମ୍ଭେମାନେ ମୋହର ନିର୍ଦ୍ଧେଶଗୁଡିକ ଅନୁକରଣ କରିବା ଆବଶ୍ୟକ କରେ ଯେତେବେଳେ ମୁଁ ତୁମ୍ଭମାନଙ୍କ ସହ ରହିଅଛି |ଯଦି ତୁମ୍ଭେମାନେ ମୋହର ବାକ୍ୟଗୁଡିକ ମାନିବ ନାହିଁ , ଏହା ସତେ ଯେପରି ତୁମ୍ଭମାନଙ୍କୁ ଗ୍ରାସ କରିବ ଏବଂ ତୁମ୍ଭେମାନେ କେଉଁଠାକୁ ଯାଉଛ ତୁମ୍ଭେମାନେ ଦେଖିପାରିବ ନାହିଁ |