Door43-Catalog_or_tn/JHN/12/32.md

582 B

ସମସ୍ତ ଲୋକଙ୍କୁ ଆପଣା ନିକଟକୁ ଆକର୍ଷଣ କରିବି

“ସମସ୍ତ ବିଷୟକୁ ମୋ ନିଜ ଆଡକୁ ବାନ୍ଧିବି ଯେ ମୁଁ ସେମାନଙ୍କ ଉପରେ ରାଜତ୍ତ୍ୱ କରିବି”

ସେ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଉ ଏହା କହିଲେ | ଦେଖ:ଲେଖାର ଶୈଳୀ

ପୃଷ୍ଠଭୂମିର ସୂଚନା