Door43-Catalog_or_tn/JHN/12/23.md

1.0 KiB

ସତ୍ୟ, ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି , ଗହମବୀଜ ଯଦି ମୃତ୍ତିକାରେ ପଡି ନ ମରେ, ତାହାହେଲେ ତାହା ଏକମାତ୍ର ଥାଏ, କିନ୍ତୁ ଯଦି ମରେ, ତାହାହେଲେ ବହୁତ ଫଳ ଫଳେ |

ଏଟି: “ଏହି ଦୃଷ୍ଟାନ୍ତଟିକୁ ଧ୍ୟାନ ଦିଅନ୍ତୁ ଯେ ମୁଁ ତୁମ୍ଭମାନଙ୍କୁ କହେ | ମୋର ଜୀବନ ଗୋଟିଏ ବୀଜ ପରି ଅଟେ ଯେ ଯାହା ଏହି ଜଗତରେ ରୋପିତ ଅଟେ ଏବଂ ମରେ | ଯଦି ଏହା ରୋପିତ ନ ହୁଏ , ଏହା କେବଳ ଗୋଟିଏ ବୀଜ ହୋଇ ରହିଯାଏ |କିନ୍ତୁ ଯେତେବେଳେ ଏହା ରୋପିତ ହୁଏ, ଏହା ବଦଳେ ଏବଂ ବଢ଼େ ଗୋଟିଏ ବହୁତ ବୀଜଗୁଡିକର ଅମଳ ଉତ୍ପାଦନ କରେ |”