Door43-Catalog_or_tn/JHN/12/16.md

967 B

ଲେଖକ ପୃଷ୍ଠଭୂମିର ସୂଚନା ନିମନ୍ତେ ଗୋଟିଏ ଟିପ୍ପଣୀ ତିଆରି କରନ୍ତି |

ଯେତେବେଳେ ଯୀଶୁ ମହିମାନ୍ନିତ ହେଲେ

ଏଟି: “ଯେତେବେଳେ ଈଶ୍ୱର ଯୀଶୁଙ୍କୁ ମହିମାନ୍ନିତ କଲେ |” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)

ସେମାନେ ସ୍ମରଣ କଲେ ଏସମସ୍ତ ବିଷୟଗୁଡିକ ଯେ ତାହାଙ୍କ ବିଷୟରେ ଲେଖାଯାଇଥିଲା

ଯୋହନ, ଲେଖକ, କ'ଣ ଶିଷ୍ୟମାନେ ପରେ ବୁଝିଲେ ପାଠକମାନଙ୍କୁ କିଛି ପୃଷ୍ଠଭୂମିର ସୂଚନା ଦେବାକୁ ଏଠାରେ ଅବରୋଧ କରନ୍ତି | |(ଦେଖ:ଲେଖାର ଶୈଳୀ ପୃଷ୍ଠଭୂମିର ସୂଚନା)