Door43-Catalog_or_tn/JHN/12/12.md

630 B

ହୋଶାନ୍ନା

ଅର୍ଥ “ଈଶ୍ୱର ଉଦ୍ଧାର କରନ୍ତୁ |”

ପ୍ରଭୁଙ୍କ ନାମରେ ଆସନ୍ତି

ଯାହାଙ୍କ ନାମରେ ଆସୁଅଛନ୍ତି ଅର୍ଥ ସେମାନଙ୍କ ଅଧିକାର ଏବଂ ଶକ୍ତି ସହ ପଠାଯାଉଅଛି , ଅଥବା ସେମାନଙ୍କ ପ୍ରତିନିଧି ଏବଂ ବାର୍ତ୍ତାବାହକ ହୋଇ |ଏଟି: “ପ୍ରଭୁଙ୍କର ପ୍ରତିନିଧି ହୋଇ ଆସନ୍ତି ” (ଦେଖ:ମୂଳଶବ୍ଦ ସୂଚକ)