Door43-Catalog_or_tn/JHN/12/09.md

980 B

ଯୀଶୁ ବେଥାନୀରେ ରାତ୍ରଭୋଜରେ ଥିଲେ |

ବର୍ତ୍ତମାନ

ଏହି ଶବ୍ଦଟି ମୂଖ୍ୟ ପ୍ରସଙ୍ଗକୁ ଏଠାରେ ଭଙ୍ଗକରି ବ୍ୟବହାର କରେ | ଏଠାରେ ଯୋହନ ଗୋଟିଏ ନୂଆ ଦଳ ବିଷୟରେ ଲୋକମାନଙ୍କୁ ପ୍ରସଙ୍ଗରେ କହନ୍ତି |

ପ୍ରଧାନ ଯାଜକମାନେ ମନ୍ତ୍ରଣା କଲେ

“ପ୍ରଧାନ ଯାଜକମାନେ ଉପଦେଶ ଗ୍ରହଣ କଲେ ” ବା “ପ୍ରଧାନ ଯାଜକମାନେ ପ୍ରସ୍ତାବଗୁଡିକ ଗ୍ରହଣ କଲେ”

ତାଙ୍କ କାରଣରୁ

ଘଟଣାଟି ଯେ ଲାଜାରସ୍ ଜୀବିତ ଥିଲେ କାରଣରୁ ଅନେକ ଯିହୂଦୀମାନେ ଯୀଶୁଙ୍କଠାରେ ବିଶ୍ୱାସ କରିବେ |