Door43-Catalog_or_tn/JHN/12/04.md

1.2 KiB

ଯୀଶୁ ବେଥାନୀରେ ରାତ୍ରଭୋଜରେ ଥିଲେ ଯେତେବେଳେ ମେରୀ ତାଙ୍କ ପାଦରେ ତୈଳର ସୁବାସ ମଖାଇଲେ |

ଜଣେ ଯିଏ ଯୀଶୁଙ୍କୁ ଶତ୍ରୁହସ୍ତରେ ସମର୍ପଣ କରନ୍ତି

ଏଟି: “ଜଣେ ଯିଏ ପରେ ଯୀଶୁଙ୍କ ଶତ୍ରୁମାନେ ତାହାଙ୍କୁ ବନ୍ଦୀ କରିବାକୁ ସକ୍ଷମ ହୁଅନ୍ତି ”

ବର୍ତ୍ତମାନ ସେ ଏହା କହିଲେ …ତାଙ୍କ ନିମନ୍ତେ ଏଠାରେ ଯାହା କ'ଣ ଅଛି କିଛି ନିଅ

ଯୋହନ ଗୋଟିଏ ସରଳାର୍ଥ ଦିଅନ୍ତି ସତେ ଯେପରି କାହିଁକି ଦରିଦ୍ରମାନଙ୍କ ବିଷୟରେ ଯିହୂଦା ପ୍ରଶ୍ନ କଲେ |ଯଦି ଜଣେ ଅଛନ୍ତି ପୃଷ୍ଠଭୂମି ସୂଚନା ନିମନ୍ତେ ତୁମ୍ଭମାନଙ୍କର ଆକାର ସହ ଅନୁବାଦ କର | (ଦେଖ:ଲେଖାର ଶୈଳୀ ପୃଷ୍ଠଭୂମିର ସୂଚନା)