Door43-Catalog_or_tn/JHN/11/51.md

1.1 KiB

ବର୍ତ୍ତମାନ ଏହା ସେ କହିଲେ

କୟାଫାର ପରାମର୍ଶ ବର୍ତ୍ତମାନ ବୁଝାଯାଇପାରେ ଏବଂ ଗୋଟିଏ ଭବିଷ୍ୟତବାଣୀ ଭାବେ ଚିହ୍ନିତ ହୁଏ ଯଦିଓ କୟାଫା ଅନୁତାପ କଲେ ନାହିଁ ସେ ଭବିଷ୍ୟତବାଣୀ କହୁଥିଲେ |ଏହା ପୃଷ୍ଠଭୂମିର ସୂଚନା ଅଟେ; ଲେଖା ଏହା ବ୍ୟବହାର କରି ଯାହାକିଛି ତୁମ ଭାଷାରେ ପ୍ରାଞ୍ଜଳରେ ପ୍ରକାଶ କରେ ତୁମେ ଚିହ୍ନିତକରି ଅବଶ୍ୟକ କର | (ଦେଖ:ଲେଖାର ଶୈଳୀ ପୃଷ୍ଠଭୂମିର ସୂଚନା)

ଜାତି ନିମନ୍ତେ ମୃତ୍ୟୁଭୋଗ କର

“ଜାତି” ଶବ୍ଦଟି ଇସ୍ରାଏଲ୍ ଦେଶର ଲୋକଙ୍କୁ ବୁଝାଇ ବ୍ୟବହାର ହୁଏ | (ଦେଖ: ମୂଳଶବ୍ଦ ସୂଚକ)