Door43-Catalog_or_tn/JHN/11/43.md

718 B

ହାତ ଓ ପାଦ ସମାଧିବସ୍ତ୍ରରେ ବନ୍ଧା ହୋଇଥିଲା ,ପୁଣି, ତାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡା ହୋଇଥିଲା

ସେହି ସମୟରେ ଗୋଟିଏ ସମାଧିକାର୍ଯ୍ୟରେ ମୃତ ଶରୀରରେ ଲମ୍ବା କପଡା ସହ ଘୋଡାଇବା ପ୍ରଥା ଥିଲା |

ଯୀଶୁ ସେମାନଙ୍କୁ କହିଲେ

“ସେମାନଙ୍କୁ” ଶବ୍ଦଟି ଲୋକମାନଙ୍କୁ ବୁଝାଏ ଯିଏ ସେଠାରେ ଥିଲେ ଏବଂ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖିଲେ |