Door43-Catalog_or_tn/JHN/11/36.md

762 B

ଏହି ଯେଉଁ ବ୍ୟକ୍ତି ସେହି ଅନ୍ଧର ଆଖି ଫିଟାଇଥିଲେ, ସେ କଅଣ ଏହାର ମୃତ୍ୟୁ ମଧ୍ୟ ନିବାରଣ କରି ପାରି ନ ଥାଆନ୍ତେ ?

ଏଟି: “ସେ ଜଣେ ବ୍ୟକ୍ତିଙ୍କୁ ଯିଏ ଅନ୍ଧ ଥିଲେ ସୁସ୍ଥ କରିପାରିଥାଆନ୍ତେ, ସେ ମଧ୍ୟ ଲାଜରସ୍‌କୁ ସୁସ୍ଥ କରିପାରନ୍ତି ଯେପରି ସେ ମୃତ ହୋଇ ପାରେ ନାହିଁ |” (ଦେଖ: ବିସ୍ମୟସୂଚକ ପ୍ରଶ୍ନ)

ଆଖିଗୁଡିକୁ ଖୋଲିଲେ

ସୁସ୍ଥ କଲେ (ଦେଖ: ରୂଢୋକ୍ତି)