Door43-Catalog_or_tn/JHN/11/24.md

442 B

ଆଉ ଯେକେହି ମୋଠାରେ ବଞ୍ଚେ ଏବଂ ବିଶ୍ୱାସ କରେ କେବେହେଁ ମରିବ ନାହିଁ |

ଏଟି: “ଆଉ ଯେଉଁମାନେ ଏପର୍ଯ୍ୟନ୍ତ ମୋଠାରେ ବିଶ୍ୱାସ କରନ୍ତି, ସେମାନେ ଈଶ୍ୱରଙ୍କଠାରୁ କେବେହେଁ ଅଲଗା ହେବେ ନାହିଁ, ଚିରଦିନ |”