Door43-Catalog_or_tn/JHN/11/10.md

932 B

ତାଙ୍କ ଅନ୍ତରରେ ଜ୍ୟୋତିଃ ନାହିଁ

ସମ୍ଭାବ୍ୟ ଅର୍ଥଗୁଡିକ: ୧) “ସେ ଦେଖି ପାରେ ନାହିଁ ”(ଇଉଡିବି) ବା “ତାଙ୍କର ଜ୍ୟୋତିଃ ନ ଥିଲା ”

ଆମ୍ଭର ବନ୍ଧୁ ଲାଜ଼ାରସ୍ ଶୋଇଅଛି

ଲାଜ଼ାରସ୍ ମୃତ ଅଟେ , କିନ୍ତୁ ଏହା କେବଳ ଗୋଟିଏ ସ୍ପଳ୍ପ ସମୟ ପାଇଁ ଅଟେ | (ଦେଖ: ରୂଢୋକ୍ତି )

କିନ୍ତୁ ମୁଁ ଯାଉଅଛି ସେପରି ମୁଁ ନିଦ୍ରାରୁ ତାହାଙ୍କୁ ଉଠାଇପାରେ

ଯୀଶୁ ଲାଜ଼ାରସ୍‌ଙ୍କ ଜୀବନ ଫେରି ପାଇ ତାଙ୍କ ଯୋଜନା ପ୍ରକାଶିତ କରିଛନ୍ତି | (ଦେଖ: ରୂଢୋକ୍ତି)