Door43-Catalog_or_tn/JHN/11/08.md

1.1 KiB

ରାବ୍‌ବୀ, ଯିହୂଦୀମାନେ କେବଳ ବର୍ତ୍ତମାନ ତୁମକୁ ପଥର ମାରିବାକୁ ଚେଷ୍ଟା କରୁଥିଲେ , ଏବଂ ତୁମେ ସେଠାକୁ ପୁନର୍ବାର ଫେରିଯାଉଛନ୍ତି ?

ଏଟି: “ଗୁରୁ, ନିଶ୍ଚିତ ତୁମେ ସେଠାକୁ ପୁନର୍ବାର ଫେରି ଯାଅ ନାହିଁ କାରଣ ଯିହୂଦୀମାନେ ତୁମକୁ ପଥର ମାରିବାକୁ ଚେଷ୍ଟା କରୁଅଛନ୍ତି |” (ଦେଖ: ବିସ୍ମୟସୂଚକ ପ୍ରଶ୍ନ)

ଯୀଶୁ ଉତ୍ତର ଦେଲେ

“ଯୀଶୁ ଗୋଟିଏ ଦୃଷ୍ଟାନ୍ତ ସହ ଉତ୍ତର ଦେଲେ ” (ଦେଖ: ଶବ୍ଦର ଉହ୍ୟତା)

ଗୋଟିଏ ଦିନରେ ବାର ଘଣ୍ଟା ସେଠାରେ ନୁହଁ କି ?

ଏଟି: “ଦିନଟିରେ ବାର ଘଣ୍ଟା ରହିଅଛି |” (ଦେଖ: ବିସ୍ମୟସୂଚକ ପ୍ରଶ୍ନ)