Door43-Catalog_or_tn/JHN/10/29.md

333 B

ପିତାଙ୍କ ହସ୍ତ

“ହସ୍ତ” ଶବ୍ଦଟି ଈଶ୍ୱରଙ୍କ ସମ୍ପତ୍ତିକୁ ବା ତାଙ୍କ ନିୟନ୍ତ୍ରଣ ଏବଂ ସୁରକ୍ଷାକୁ ବୁଝାଇ ବ୍ୟବହାର କରେ|(ଦେଖ: ଧର୍ମଯାଜକ ସମନ୍ଧୀୟ )