Door43-Catalog_or_tn/JHN/10/25.md

903 B

ସେହିସବୁ ମୋ ବିଷୟରେ ସାକ୍ଷ୍ୟ ଦେଉଅଛି

ତାଙ୍କ ଆଶ୍ଚର୍ଯ୍ୟଗୁଡିକ ତାଙ୍କ ବିଷୟରେ ପ୍ରମାଣ ପ୍ରଦାନ କରେ ଯେପରି ଅଦାଲତରେ ଗୋଟିଏ ସାକ୍ଷ୍ୟ ପ୍ରମାଣ ପ୍ରଦାନ କରେ | ବିକଳ୍ପ ଅନୁବାଦ: “ଏହି ଅଲୌକିକ କର୍ମଗୁଡିକ ମୋ ବିଷୟରେ ପ୍ରମାଣ ପ୍ରଦାନ କରେ ” (ଦେଖ: ବ୍ୟକ୍ତିତତା)

ମୋର ମେଷଗଣ ନୁହଁନ୍ତି

ଏଟି: “ ମୋର ଅନୁଗମନକାରୀ ନୁହଁନ୍ତି ” ବା “ ମୋର ଶିଷ୍ୟମାନେ ନୁହଁନ୍ତି” ବା “ ମୋର ଲୋକ ନୁହଁନ୍ତି” (ଦେଖ: ତୁଳନାତ୍ମକ)