Door43-Catalog_or_tn/JHN/10/22.md

1.2 KiB

ପ୍ରତିଷ୍ଠାର ପର୍ବ

ଏହା ଗୋଟିଏ ଆଠ ଦିନ ଶୀତ ଦିନର ଛୁଟି ଯିହୂଦୀମାନେ ଗୋଟିଏ ଆଶ୍ଚର୍ଯ୍ୟ ସ୍ମରଣକୁ ବ୍ୟବହାର କରନ୍ତି ଗୋଟିଏ ଦୀପରୂଖାରେ କିଛି ସ୍ପଳ୍ପ ପରିମାଣର ତୈଳକୁ ସେମାନେ ଆଠ ଦିନ ଜଳିବା ପର୍ଯ୍ୟନ୍ତ ପରେ ଅଧିକା ତୈଳ ପାଇଲେ ଯେଉଁଠାରେ ଈଶ୍ୱର ତିଆରି କଲେ | ଦୀପରୂଖାଟି ଈଶ୍ୱରଙ୍କ ନିମନ୍ତେ ଯିହୂଦୀମାନଙ୍କ ମନ୍ଦିରକୁ ଉତ୍ସର୍ଗରେ ଜଳିବା ହେଲା | କିଛି ଉତ୍ସର୍ଗ ନିମନ୍ତେ ଗୋଟିଏ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପାଇଁ ପ୍ରତିଜ୍ଞାକୁ ବ୍ୟବହାର କରନ୍ତି |

ମଣ୍ଡପ

ଗୋଟିଏ ନିର୍ମିତ ଢାଞ୍ଚା କୋଠାର ପ୍ରାଙ୍ଗଣରେ ସଂଲଗ୍ନ ଥାଏ ଯାହା ଗୋଟିଏ ଛାତ ରହେ ବା କାନ୍ଥ ରହି ନ ପାରେ |