Door43-Catalog_or_tn/JHN/10/19.md

468 B

କାହିଁକି ତୁମ୍ଭେମାନେ ତାଙ୍କ କଥା ଶୁଣୁ ନାହଁ ?

ଏଟି: “ତାଙ୍କ କଥା ଶୁଣୁ ନାହଁ |” (ଦେଖ: ବିସ୍ମୟସୂଚକ ପ୍ରଶ୍ନ)

ଭୂତ କଅଣ ଅନ୍ଧର ଆଖି ଫିଟାଇପାରେ ?

ଏଟି: “ଗୋଟିଏ ଭୂତ ଗୋଟିଏ ଅନ୍ଧର ଦେଖିବାର କାରଣ ହୋଇ ପାରେ ନା !”