Door43-Catalog_or_tn/JHN/10/17.md

768 B

ଯୀଶୁ ଜନତାହାଙ୍କୁ କହି ଚାଲନ୍ତି |

ମୁଁ ମୋର ପ୍ରାଣ ଦିଏ ଯେ ମୁଁ ଏହା ପୁନର୍ବାର ନେଇ ପାରେ

ଏହା ଗୋଟିଏ ଯୀଶୁଙ୍କ ପାଇଁ ମୃଦୁ ମାର୍ଗ ଅଟେ ବୋଲି କହନ୍ତି ସେ ମରିବେ ପୁଣି, ତାପରେ ଜୀବନ ନିଜେ ଫେରିପାଇବେ | ବିକଳ୍ପ ଅନୁବାଦ: “ମୁଁ ନିଜକୁ ମରିବା ପାଇଁ ଅନୁମତି ଦିଏ ଯାହା ଫଳରେ ଯେ ମୁଁ ଜୀବନକୁ ନିଜେ ଫେରି ପାଇପାରେ ” (ଦେଖ : ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ)