Door43-Catalog_or_tn/JHN/10/14.md

1.1 KiB

ଯୀଶୁ ତାଙ୍କ ଦୃଷ୍ଟାନ୍ତ ଉତ୍ତମ ମେଷପାଳକ ବିଷୟରେ କହି ଚାଲନ୍ତି |

ମୁଁ ଉତ୍ତମ ମେଷପାଳକ ଅଟେ

“ମୁଁ ଜଣେ ଉତ୍ତମ ମେଷପାଳକ ପରି ଅଟେ |” (ଦେଖ: ତୁଳନାତ୍ମକ)

ମୁଁ ମେଷମାନଙ୍କ ନିମନ୍ତେ ପ୍ରାଣ ଦିଏ

ଏହା ଯୀଶୁଙ୍କ ନିମନ୍ତେ ଗୋଟିଏ ଛାୟା ମାର୍ଗ କହିବାକୁ ଯାଆନ୍ତି ଯେ ତାଙ୍କ ମେଷମାନଙ୍କୁ ରକ୍ଷା କରିବା ପାଇଁ ମରିବେ | ଏଟି: “ମୁଁ ମେଷମାନଙ୍କ ନିମନ୍ତେ ମରିବି ” (ଦେଖ: ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ)

ଗୋଠ

ମେଷପାଳକଙ୍କର ଗୋଟିଏ ମେଷମାନଙ୍କର ସମଷ୍ଟି |“ଗୋଠ” ମେଷଶାଳାଠାରୁ ଆସିଛି ଯେଉଁଠାରେ ଗୋଟିଏ ଜାଗାରେ ମେଷମାନେ ରୁହନ୍ତି |