Door43-Catalog_or_tn/JHN/10/09.md

888 B

ଯୀଶୁ ଜନତାହାଙ୍କୁ କହି ଚାଲନ୍ତି |

ମୁଁ ଦ୍ୱାର ଅଟେ

ନିଜକୁ “ଦ୍ୱାର” ରୂପେ ଦର୍ଶାନ୍ତି ଯୀଶୁ ଦେଖାଉଛନ୍ତି ଯେ ସେ ଗୋଟିଏ ପ୍ରକୃତ ପ୍ରବେଶ ଦ୍ୱାର ପ୍ରଦାନ କରନ୍ତି କ'ଣ ମେଷଶାଳ ସୂଚାଏ | (ଦେଖ: ତୁଳନାତ୍ମକ)

ଚରାସ୍ଥାନ

“ଚରାସ୍ଥାନ” ଶବ୍ଦଟି ଘାସବହୁଳ ଅଞ୍ଚଳ ଯେଉଁଠାରେ ମେଷମାନେ ଖାଆନ୍ତି |

ସେମାନେ ଯେପରି ଜୀବନ ପାଆନ୍ତି

“ସେମାନେ” ଶବ୍ଦଟି ମେଷମାନଙ୍କୁ ବୁଝାଏ | “ଜୀବନ” ଅନନ୍ତ ଜୀବନକୁ ବୁଝାଏ |