Door43-Catalog_or_tn/JHN/10/07.md

1.6 KiB

ଯୀଶୁ ଜନତାହାଙ୍କୁ କହି ଚାଲନ୍ତି |

ସତ୍ୟ , ସତ୍ୟ

ଯେପରି ତୁମେ ଏହା ୧: ୫୧ ଅନୁବାଦ କଲ |

ମୁଁ ମେଷଗୁଡିକର ଦ୍ୱାର

“ମେଷଶାଳକୁ ଯିବା ନିମନ୍ତେ ମୁଁ ଦ୍ୱାର ଅଟେ ” ଯୀଶୁ କହୁଛନ୍ତି ସେ ଜଣେ ଯିଏକି ପ୍ରବେଶ ନିମନ୍ତେ ଅନୁମତି ଦିଅନ୍ତି | “ମେଷ” ଶବ୍ଦଟି ଈଶ୍ୱରଙ୍କ ଲୋକଙ୍କୁ ବୁଝାଇ ବ୍ୟବହାର କରେ | (ଦେଖ: ତୁଳନାତ୍ମକ)

ଯେତେ ଜଣ ମୋ ପୂର୍ବରେ ଆସିଅଛନ୍ତି, ସେମାନେ ସମସ୍ତେ ଚୋର ଓ ଡକାଇତ

ବାକ୍ୟାଂଶଟି “ଯେତେ ଜଣ ମୋ ପୂର୍ବରେ ଆସିଅଛନ୍ତି” ଅନ୍ୟ ଶିକ୍ଷକମାନେ ଯିଏ ଯୀଶୁଙ୍କ ପୂର୍ବରୁ ଶିକ୍ଷା ଦେଇଛନ୍ତି | (ଦେଖ:ସ୍ପଷ୍ଟଭାବରେ ଏବଂ ସମ୍ପୂର୍ଣ୍ଣ ଭାବରେ) ଯୀଶୁ ସେମାନଙ୍କୁ "ଚୋର ଓ ଡକାଇତ" କହନ୍ତି କାରଣ, ସେମାନଙ୍କର ଶିକ୍ଷାଗୁଡିକ ଭଣ୍ଡ ଥିଲା ଏବଂ ଯେତେବେଳେ ସତ୍ୟ ବୁଝନ୍ତି ନାହିଁ ସେମାନେ ଈଶ୍ୱରଙ୍କ ଲୋକମାନଙ୍କୁ କଢାଇବାରେ ଚେଷ୍ଟା କରୁଥିଲେ |(ଦେଖ: ତୁଳନାତ୍ମକ)