Door43-Catalog_or_tn/JHN/09/39.md

621 B

ଦେଖୁ ନ ଥିବା ଲୋକେ ଯେପରି ଦେଖନ୍ତି ଓ ଦେଖୁଥିବା ଲୋକେ ଯେପରି ଅନ୍ଧ ହୁଅନ୍ତି

ଦେଖୁ ନ ଥିବା ଲୋକେ ଯେପରି ସେମାନଙ୍କ ଆଖିରେ ଦେଖନ୍ତି ଈଶ୍ୱରଙ୍କୁ ଚିହ୍ନି ପାରିବେ ଏବଂ ଦେଖୁ ଥିବା ଲୋକେ ଯେପରି ସେମାନଙ୍କ ଆଖିରେ ଦେଖନ୍ତି ଈଶ୍ୱରଙ୍କୁ ଚିହ୍ନି ପାରିବେ ନାହିଁ | (ଦେଖ: ତୁଳନାତ୍ମକ)