Door43-Catalog_or_tn/JHN/09/03.md

995 B

ଆମେ

“ଆମେ” ଏହା ଦୁହେଁ ଯୀଶୁ ଏବଂ ଶିଷ୍ୟମାନଙ୍କୁ ସେ କହୁଛନ୍ତି |(ଦେଖ: ଅନ୍ତର୍ଭୁକ୍ତ)

ଦିନ … ରାତି

ଯୀଶୁ ସମୟର ତୁଳନା କରୁଛନ୍ତି ଯେତେବେଳେ ଲୋକେ ଦିନ ସମୟରେ ପ୍ରଭୁଙ୍କ କାର୍ଯ୍ୟ କରିପାରନ୍ତି ଯେତେବେଳେ ଲୋକଙ୍କ କାମ | ଯୀଶୁ ସମୟର ତୁଳନା କରୁଛନ୍ତି ଯେତେବେଳେ ଲୋକେ ରାତ୍ର ସମୟରେ ପ୍ରଭୁଙ୍କ କାର୍ଯ୍ୟ କରିପାରନ୍ତି ନାହିଁ | (ଦେଖ: ତୁଳନାତ୍ମକ)

ଜଗତର ଜ୍ୟୋତିଃ

“ଜଣେ ଯିଏ ଯାହା ସତ୍ୟ ଦେଖାଏ ଯେପରି ଆଲୋକ ଯାହା ସତ୍ୟ ଦେଖାଏ ”| (ଦେଖ: ତୁଳନାତ୍ମକ)