Door43-Catalog_or_tn/JHN/08/57.md

556 B

ତୁମ୍ଭେ ତଥାପି ପଚାଶ ବର୍ଷ ହୋଇ ନାହିଁ, ଏବଂ ଅବ୍ରାହମଙ୍କୁ ତୁମ୍ଭେ ଦେଖି ନାହିଁ କି ?

“ତୁମ୍ଭେମାନେ ପଚାଶ ବର୍ଷରୁ କମ୍ ଅଛ | ତୁମ୍ଭେ ଅବ୍ରାହମଙ୍କୁ ଦେଖି ପାରିଲ ନାହିଁ |” (ଦେଖ: ବିସ୍ମୟସୂଚକ ପ୍ରଶ୍ନ)

ସତ୍ୟ, ସତ୍ୟ

ଯେପରି ତୁମେ ଏହା ୧: ୫୧ ଅନୁବାଦ କଲ |