Door43-Catalog_or_tn/JHN/08/45.md

1.1 KiB

ମୋ ଠାରେ ପାପ ଅଛି ବୋଲି ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରମାଣ ଦେଉଅଛି ?

“ତୁମ୍ଭମାନଙ୍କ ମଧ୍ୟରୁ କେହି ମୋ ଠାରେ ପାପ ଅଛି ବୋଲି ପ୍ରମାଣ ଦେଇପରେ |” ଯୀଶୁ ଏହି ପ୍ରଶ୍ନକୁ ଜୋରକରି ପଚାରନ୍ତି ଯେ ସେ ଜଣେ ପାପଶୂନ୍ୟ ଅଟନ୍ତି | (ଦେଖ: ବିସ୍ମୟସୂଚକ ପ୍ରଶ୍ନ)

କାହିଁକି ତୁମ୍ଭେମାନେ ମୋତେ ବିଶ୍ୱାସ କର ନାହିଁ ?

“ତୁମ୍ଭମାନଙ୍କର ମୋତେ ବିଶ୍ୱାସ ନ କରିବା କୌଣସି କାରଣ ନାହିଁ |” ଯୀଶୁ ଯିହୂଦୀନେତାମାନଙ୍କୁ ସେମାନଙ୍କର ଅବିଶ୍ୱାସ ଯୋଗୁଁ ଗାଳି କରି ଏହି ପ୍ରଶ୍ନ ମୂଖ୍ୟତଃ ବ୍ୟବହାର କରନ୍ତି | (ଦେଖ: ବିସ୍ମୟସୂଚକ ପ୍ରଶ୍ନ)