Door43-Catalog_or_tn/JHN/08/42.md

432 B
Raw Permalink Blame History

କାହିଁକି ତୁମ୍ଭେମାନେ ମୋହର ବାକ୍ୟଗୁଡିକ ବୁଝ ନାହିଁ ?

ଯୀଶୁ ଯିହୂଦୀନେତାମାନଙ୍କୁ ତାହାଙ୍କୁ ନ ଶୁଣିବାରୁ ଗାଳି କରି ଏହି ପ୍ରଶ୍ନ ମୂଖ୍ୟତଃ ବ୍ୟବହାର କରନ୍ତି | (ଦେଖ: ବିସ୍ମୟସୂଚକ ପ୍ରଶ୍ନ)