Door43-Catalog_or_tn/JHN/08/21.md

727 B

ଆପଣା ପାପରେ ମରିବ

“ମରିବ ଯେତେବେଳେ ଆପଣା ପାପପୂର୍ଣ୍ଣ ଅବସ୍ଥାରେ ଥିବ ” ବା “ତୁମେ ମରିବ ଯେତେବେଳେ ତୁମେ ପାପ କରୁଥିବ ”

ତୁମେ ଯାଇ ପାର ନାହିଁ

“ତୁମେ ଯାଇ ପାରିବ ନାହିଁ ”

ସେ ଆତ୍ମହତ୍ୟା କରିବ , ଯିଏ କି ସେ କହିଲା

ଏହା ଦୁଇଟି ଅଲଗା ପ୍ରଶ୍ନଭାବେ ଅନୁବାଦ କରିପାରିବ | “ସେ ଆତ୍ମହତ୍ୟା କରିବ କି ? କାହିଁକି ଏହା ସେ କହିଲେ ”