Door43-Catalog_or_tn/JHN/08/17.md

1.1 KiB

ଯୀଶୁ ନିଜ ବିଷୟରେ ଫାରୁଶୀ ଏବଂ ଅନ୍ୟଲୋକମାନଙ୍କୁ ସାକ୍ଷ୍ୟ ଦେଉଅଛନ୍ତି |

ହଁ, ପୁଣି ତୁମ୍ଭମାନଙ୍କର ବ୍ୟବସ୍ଥାରେ

“ହଁ” ଶବ୍ଦଟି ଦର୍ଶାଏ ଯେ କ'ଣ ସେ ଆଗରୁ କହୁଥିଲେ ଯୀଶୁ ଯୋଗ କରୁଛନ୍ତି |

ଏହା ଲେଖା ଅଛି

“ମୋଶା ଲେଖିଲେ ” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଦୁଇ ଜଣଙ୍କର ସାକ୍ଷ୍ୟ ଯେ ସତ୍ୟ

“ଯଦି ଦୁହେଁ ଏକା ବିଷୟ କହନ୍ତି ,ଲୋକେ ଜାଣି ପାରିବେ ଯେ ଏହା ସତ୍ୟ ଅଟେ |”

ମୁଁ ସେହି ଯିଏକି ନିଜ ନିମନ୍ତେ ସାକ୍ଷ୍ୟ ବହନ କରନ୍ତି

“ମୁଁ ନିଜ ନିମନ୍ତେ ସାକ୍ଷ୍ୟ ବହନ କରେ ” ବା “ମୁଁ ନିଜନିମନ୍ତେ ତୁମକୁ ସାକ୍ଷ୍ୟ ନେଇ ଆସୁଅଛି ” (ୟୁଡିବି)