Door43-Catalog_or_tn/JHN/08/14.md

2.7 KiB
Raw Permalink Blame History

ମୁଁ ଯଦି ନିଜ ବିଷୟରେ ସାକ୍ଷ୍ୟ ଦେଉଥାଏ

“ଯଦିଓ ମୁଁ ଏସବୁ ବିଷୟଗୁଡିକ ନିଜେ କହେ ”

ଶରୀର

“ମନୁଷ୍ୟର ସ୍ତର ଏବଂ ମାନବର ନିୟମଗୁଡିକ ” (ଇଉଡିବି)

ମୁଁ କାହାକୁ ବିଚାର କରେ ନାହିଁ

ସମ୍ଭାବ୍ୟ ଅର୍ଥଗୁଡିକ ଅଟେ ୧) “ତଥାପି କାହାକୁ ମୁଁ ବିଚାର କରେ ନାହିଁ ” ବା2) “ବର୍ତ୍ତମାନ ମୁଁ କାହାର ବିଚାର କରୁ ନାହିଁ |”

ଯଦି ମୁଁ ବିଚାର କରେ

“ ଯଦି ମୁଁ ଲୋକମାନଙ୍କୁ ବିଚାର କରେ |” ସମ୍ଭାବ୍ୟ ଅର୍ଥଗୁଡିକ ଅଟେ ୧) “ଯେତେବେଳେ ମୁଁ ବିଚାର କରେ ” (କିଛିକାଳ ଭବିଷ୍ୟତରେ ) ବା ) “ଯେଉଁସମୟରେ ମୁଁ ଲୋକମାନଙ୍କୁ ବିଚାର କରେ ” (ବର୍ତ୍ତମାନ) ବା ୩) ଯଦି ମୁଁ ଲୋକମାନଙ୍କୁ ବିଚାର କରେ“ (ବର୍ତ୍ତମାନ)|

ମୋହର ବିଚାର ସତ୍ୟ ଅଟେ

ସମ୍ଭାବ୍ୟ ଅର୍ଥଗୁଡିକ ଅଟେ ୧) “ ମୋହର ବିଚାର ଯଥାର୍ଥ ହେବ ” ବା ) “ମୋହର ବିଚାର ଠିକ୍ ଅଟେ ”

ମୁଁ ଏକାକୀ ନୁହଁ

ସୂଚନା ପ୍ରୟୋଗ କରେ ଯେ ତାଙ୍କ ବିଚାରରେ ସେ ଏକାକୀ ନୁହଁନ୍ତି | ବିକଳ୍ପ ଅନୁବାଦ: “କିପରି ମୁଁ ବିଚାର କରେ ମୁଁ ଏକାକୀ ନୁହଁ ” ବା “ମୁଁ ଏକାକୀ ବିଚାର କରେ ନାହିଁ |” (ଦେଖ:ସ୍ପଷ୍ଟଭାବରେ ଏବଂ ସମ୍ପୂର୍ଣ୍ଣ ଭାବରେ)

ମୁଁ ପିତା ସହ ଅଛି

ପିତା ମଧ୍ୟ ମୋ ସହ ବିଚାର କରନ୍ତି ” ବା “ମୁଁ ଯେପରି କରେ ପିତା ବିଚାର କରନ୍ତି |”

ପିତା ଯିଏ ମୋତେ ପଠାଇଲେ

“ଯିଏ ମୋତେ ପଠାଇଲେ” ଗଦ୍ୟାଂଶଟି ପିତାଙ୍କ ବିଷୟରେ ଅଧିକା କିଛି କହେ | ବିକଳ୍ପ ଅନୁବାଦ :“ପିତା ଯିଏ ଏକା ଅଟନ୍ତି ମୋତେ ପଠାଇଲେ |” (ଦେଖ: ବ୍ୟବଚ୍ଛେଦର ବାକ୍ୟଗୁଡିକରେ ବାକ୍ୟାଂଶ |)