Door43-Catalog_or_tn/JHN/08/12.md

1.8 KiB

ମୁଁ ଜଗତର ଜ୍ୟୋତି

ଦେଖନ୍ତୁ “ଅଲୋକ”୧:୪ ରେ ତୁମ୍ଭେମାନେ ଅନୁବାଦ କଲ | ବିକଳ୍ପ ଅନୁବାଦରେ “ମୁଁ ଜଣେ ଯିଏ ଜଗତକୁ ଅଲୋକ ଦିଏ |”

ଜଗତ

“ଜଗତର ଲୋକମାନେ ”

ସେ ଯିଏ ମୋର ଅନୁଗମନ କରେ

“ପ୍ରତ୍ୟେକଜଣ ଯିଏ ମୋର ଅନୁଗମନ କରେ |” ଏହା ଏକ କାଳ୍ପନିକ କଥା ଶୈଳୀ ଅଟେ “ପ୍ରତ୍ୟେକଜଣ ଯାହା ମୁଁ କଝେ ସିଏ କରନ୍ତି ” ବା “ପ୍ରତ୍ୟେକଜଣ ମୋତେ ମାନନ୍ତି |” (ଦେଖ: ତୁଳନାତ୍ମକ)

ଅନ୍ଧକାରରେ ଚାଲିବେ ନାହିଁ

“ ଅନ୍ଧକାରରେ ଚାଲନ୍ତି ”ପାପ ଜୀବନ ବିଷୟରେ ଗୋଟିଏ କାଳ୍ପନିକ କଥା ଶୈଳୀ ଅଟେ | ବିକଳ୍ପ ଅନୁବାଦରେ “ସତେ ଯେପରି ସେ ଅନ୍ଧକାରରେ ଥିଲା ବଞ୍ଚିବ ନାହିଁ |” (ଦେଖ: ତୁଳନାତ୍ମକ)

ତୁମ୍ଭେ ନିଜ ବିଷୟରେ ସାକ୍ଷ୍ୟ ଦେଉଅଛ

“ତୁମ୍ଭେ ନିଜ ବିଷୟରେ ଏସବୁ ଯଥାର୍ଥ କହୁଅଛ ”

ତୁମ୍ଭର ସାକ୍ଷ୍ୟ ସତ୍ୟ ନୁହଁ

“ତୁମ୍ଭର ସାକ୍ଷ୍ୟ ଯଥାର୍ଥ ନୁହଁ |” “ ତୁମ୍ଭେ ନିଜର ସାକ୍ଷ୍ୟ ହୋଇପାରିବ ନାହିଁ ” ବା “କ'ଣ ତୁମେ ନିଜ ବିଷୟରେ କୁହ ସତ୍ୟ ହୋଇ ନ ପାରେ |”