Door43-Catalog_or_tn/JHN/08/07.md

1.3 KiB

୭:୫୩

୮:୧୧ କିଛି ପୂର୍ବ ବିଷୟରେ ଏହି ପଦଗୁଡିକ ରହିଅଛି କିନ୍ତୁ ଅନ୍ୟଠାରେ ନାହିଁ | (ଦେଖ: ବିଷୟବସ୍ତୁର ବ୍ୟତିକ୍ରମ)

ଯେତେବେଳେ ସେମାନେ ଆରମ୍ଭକଲେ

“ ସେମାନେ” ଶବ୍ଦଟି ଶାସ୍ତ୍ରୀ ଓ ଫାରୁଶୀମାନଙ୍କୁ ବୁଝାଏ | (ଦେଖ: ୮:୩)

ଯିଏ ସେ ତୁମ୍ଭମାନଙ୍କ ମଧ୍ୟରେ ଯେ ନିଷ୍ପାପ ଅଟେ

“ଯଦି କେହି ତୁମ୍ଭମାନଙ୍କ ମଧ୍ୟରୁ ନିଷ୍ପାପ ଅଛି ” ବାr “ଯଦି କେହି ତୁମ୍ଭମାନଙ୍କ ମଧ୍ୟରୁ ପାପ କେବେ କରିନାହିଁ ”

ତୁମ୍ଭମାନଙ୍କ ମଧ୍ୟରୁ

ଯୀଶୁ ଶାସ୍ତ୍ରୀ ଓ ଫାରୁଶୀମାନଙ୍କୁ ଏବଂ ଜନତାହାଙ୍କୁ ମଧ୍ୟ କହୁଥିଲେ |

ସେ ଆରମ୍ଭ କରୁ

“ସେହି ବ୍ୟକ୍ତି ଆରମ୍ଭ କରୁ”

ସେ ଅଧୋମୁଖ ହେଲେ

“ସେ ତାଙ୍କ ଆଙ୍ଗୁଳିରେ ଭୂଇଁରେ ଛୁଇଁବା ପାଇଁ ନଇଁଲେ ”