Door43-Catalog_or_tn/JHN/08/04.md

2.2 KiB

୭:୫୩

୮:୧୧ କିଛି ପୂର୍ବ ବିଷୟରେ ଏହି ପଦଗୁଡିକ ରହିଅଛି କିନ୍ତୁ ଅନ୍ୟଠାରେ ନାହିଁ | (ଦେଖ: ବିଷୟବସ୍ତୁର ବ୍ୟତିକ୍ରମ)

ଏହିପରି ଲୋକଙ୍କୁ

“ସେହିପରି ଲୋକଙ୍କୁ” ବା“ଲୋକ ଯିଏ ତାହା କରେ ”

ବର୍ତ୍ତମାନ ବ୍ୟବସ୍ଥାରେ

“ବର୍ତ୍ତମାନ” ପୃଷ୍ଠଭୂମିର ସୂଚନା ପ୍ରଦାନ କରେ ଯେ ଯୀଶୁ ଏବଂ ଯିହୂଦୀ ଅଧିକାରୀ ଜାଣିଥିଲେ |

ଆପଣ କଅଣ ତାଙ୍କ ବିଷୟରେ କହନ୍ତି ?

ଏହା ଗୋଟିଏ ଆଦେଶ ଭାବେ ମଧ୍ୟ ଅନୁବାଦ ହୋଇପାରେ |“ତେଣୁ ଆପଣମାନେ ଆମ୍ଭମାନଙ୍କୁ କୁହନ୍ତୁ | ଆମ୍ଭମାନେ ତାଙ୍କ ପ୍ରତି କଅଣ କରିବା ଉଚିତ ?”

ତାହାଙ୍କୁ ଫାନ୍ଦରେ ପକାଇବା

“ ତାହାଙ୍କୁ କୌଶଳରେ ପକାଇବା” ଏହାର ଅର୍ଥ ଗୋଟିଏ କୌଶଳ ପ୍ରଶ୍ନରେ ବ୍ୟବହାର କରିବା |

ଯେପରି ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗର କାରଣ ପାଇ ପାରନ୍ତି

କ'ଣ ସେମାନେ ତାହାଙ୍କ ବିରୁଦ୍ଧରେ ସ୍ପଷ୍ଟଭାବରେ ତିଆରି କରି ଅଭିଯୋଗ ଆଣି ପାରନ୍ତି : “ଯେପରି ସେମାନେ ତାହାଙ୍କ ଅଭିଯୋଗ ବିରୁଦ୍ଧରେ କିଛି ଭୁଲ କହିପାରନ୍ତି ” ବା “ଯେପରି ସେମାନେ ମୋଶାଙ୍କ ବ୍ୟବସ୍ଥା ମାନୁ ନାହାଁନ୍ତି ବା ରୋମୀୟ ନିୟମ ମାନୁ ନାହାଁନ୍ତି ତାହାଙ୍କ ଏପରି ଅଭିଯୋଗ କରିପାରନ୍ତି |” (ଦେଖ:ସ୍ପଷ୍ଟଭାବରେ ଏବଂ ସମ୍ପୂର୍ଣ୍ଣ ଭାବରେ)