Door43-Catalog_or_tn/JHN/08/01.md

666 B

୭:୫୩

୮:୧୧ କିଛି ପୂର୍ବ ବିଷୟରେ ଏହି ପଦଗୁଡିକ ରହିଅଛି କିନ୍ତୁ ଅନ୍ୟଠାରେ ନାହିଁ | (ଦେଖ: ବିଷୟବସ୍ତୁର ବ୍ୟତିକ୍ରମ)

ସମସ୍ତ ଲୋକ

“ଅନେକ ଲୋକ”

ଜଣେ ସ୍ତ୍ରୀଲୋକ ବ୍ୟଭିଚାର କର୍ମରେ ଧରାପଡିଲା

“ଜଣେ ସ୍ତ୍ରୀଲୋକ ଯେ ସେମାନେ ବ୍ୟଭିଚାର କର୍ମ କରୁଥିବା ସମୟରେ ପାଇଲେ ” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)