Door43-Catalog_or_tn/JHN/07/40.md

1.1 KiB

କ'ଣ, ଖ୍ରୀଷ୍ଟ ଗାଲିଲୀଠାରୁ ଆସିଛନ୍ତି ?

“ ଖ୍ରୀଷ୍ଟ ଗାଲିଲୀଠାରୁ ଆସିପାରିବେ ନାହିଁ ” (ଇଉଡିବି) ((ଦେଖ: ବିସ୍ମୟସୂଚକ ପ୍ରଶ୍ନ)

ଶାସ୍ତ୍ରଗୁଡିକ କହେ ନାହିଁ କି ଯେ ଖ୍ରୀଷ୍ଟ ଦାଉଦଙ୍କ ବଂଶଧାରାରୁ ଆସିବେ ଏବଂ ବେଥେଲେହମ୍‌‌ ଗ୍ରାମରୁ ଯେଉଁଠାରେ ଦାଉଦ ଥିଲେ ?

“ଶାସ୍ତ୍ରଗୁଡିକ ଶିକ୍ଷା ଦିଏ ଯେ ଖ୍ରୀଷ୍ଟ ଦାଉଦଙ୍କ ବଂଶଧାରାରୁ ଆସିବେ ଏବଂ ବେଥେଲେହମ୍‌‌ ଗ୍ରାମରୁ ଯେଉଁଠାରେ ଦାଉଦ ଥିଲେ |” ଦେଖ: ବିସ୍ମୟସୂଚକ ପ୍ରଶ୍ନ)

ଶାସ୍ତ୍ରଗୁଡିକ କହେ ନାହିଁ କି

"ଭବିଷ୍ୟତବକ୍ତାମାନେ ଶାସ୍ତ୍ରଗୁଡିକରେ ଲେଖିଲେ" | (ଦେଖ:ବ୍ୟକ୍ତିତତା)