Door43-Catalog_or_tn/JHN/07/37.md

2.6 KiB
Raw Permalink Blame History

ବର୍ତ୍ତମାନ

“ ବର୍ତ୍ତମାନ” ଶବ୍ଦଟି ମୂଳ କାହାଣୀର ଏଠାରେ ଚିହ୍ନରୂପେ ଗୋଟିଏ ଭଗ୍ନ ରେଖାପାତ ଭାବେ ବ୍ୟବହାର କରେ |

ପ୍ରଧାନ ଦିନ

ଏହା “ପ୍ରଧାନ” ଅଟେ କାରଣ ଏହା ଶେଷ ଅଟେ, ବା ପର୍ବର ସବୁଠୁ ପ୍ରଧାନ ଦିନ |

କେହି ଯଦି ତୃଷିତ ଅଟନ୍ତି

ଈଶ୍ୱରଙ୍କ ବିଷୟଗୁଡିକ ପ୍ରତି ଇଚ୍ଛା , ଠିକ ଯେପରି ଜଣକ ଇଚ୍ଛାଗୁଡିକ ବା ଜଳ ପାଇଁ "ତୃଷିତ” | (ଦେଖ: ତୁଳନାତ୍ମକ)

ତେବେ ସେ ମୋ ନିକଟକୁ ଆସି ପାନ କରୁ

“ତାଙ୍କ” ଶବ୍ଦଟି ସୂଚାଏ “କେହିଜଣେ” | “ପାନ” ଶବ୍ଦଟି ଖ୍ରୀଷ୍ଟରେ ଆତ୍ମିକ ପୂର୍ଣ୍ଣତା ଖୋଜିବା ବିଷୟ ଏଠାରେ ପ୍ରତିପାଦନ କରେ | (ଦେଖ: ତୁଳନାତ୍ମକ)

ଶାସ୍ତ୍ର

“ଶାସ୍ତ୍ର” ଯୀଶୁଙ୍କ ସମ୍ଭନ୍ଧୀୟ ଅନ୍ୱେଷଣ କରିବା ମସୀହ ଭବିଷ୍ୟତ ବାଣୀ ଉପରେ ସ୍ଥାପିତ ଅଟେ |ଏହା ଗୋଟିଏ ସିଧାସଳଖ ଯେକୌଣସି ପୁରାତନ ବାଇବଲର ପରିଛେଦର ବାକ୍ୟାଂଶ ନୁହଁ |(ଦେଖ: ମୂଳସୂଚକ ପଦ)

ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେଉଥିବ

ଆତ୍ମିକ "ତୃଷିତ" ଗୋଟିଏ ବହୁଳ ପରିମାଣ ଜନତାହାଙ୍କୁ ସନ୍ତୋଷଜନକ ଉପସମ ଦେବା ନିମନ୍ତେ ଯେ ଖ୍ରୀଷ୍ଟ, ଚାରିପଟେ ଥିବା ପ୍ରତ୍ୟେକଙ୍କୁ ସାହାଯ୍ୟକରିବା ପ୍ରବାହିତ ହୁଏ | (ଦେଖ: ତୁଳନାତ୍ମକ)

ଜୀବନ୍ତ ଜଳ

ଏହାର ଅର୍ଥ ୧) “ଜଳ ଯେ ଜୀବନ ଦିଏ” ବା “ଜଳ ଯେ ଲୋକଙ୍କ ବଞ୍ଚିବାର କାରଣ ଅଟେ ”(ଇଉଡିବି) ବା ) ପ୍ରାକୃତିକ ଜଳ ଯେ ଝରଣାରୁ ପ୍ରବାହିତ ଦୁଏ , ଜଳକୁ ଅବରୋଧ କରେ ଯେ ଗୋଟିଏ କୁଅଁରୁ ଉଠାଇବା ଦରକାର ଦୁଏ | (ଦେଖ: ତୁଳନାତ୍ମକ)|