Door43-Catalog_or_tn/JHN/07/28.md

515 B

ତୁମ୍ଭେମାନେ ମୋତେ ଓ ମୋର ଉତ୍ପତ୍ତି ଉଭୟ ଜାଣ

ତୁମ୍ଭେମାନେ ବହୁବଚନ (ଦେଖ: ‘ତୁମ’ ର ପ୍ରକାର ଦୈତ/ବହୁବଚନ)

ସେ ଯିଏ ମୋର ପ୍ରେରଣକର୍ତ୍ତା ସତ୍ ଅଟନ୍ତି

“ସେ ଯିଏ ମୋର ପ୍ରେରଣକର୍ତ୍ତା ସତ୍ ସାକ୍ଷ୍ୟ ଅଟନ୍ତି |” (ଦେଖ: ମୂଳଶବ୍ଦ ସୂଚକ)