Door43-Catalog_or_tn/JHN/07/19.md

1.0 KiB

ମୋଶା କଅଣ ତୁମ୍ଭମାନଙ୍କୁ ବ୍ୟବସ୍ଥା ଦେଇ ନାହାନ୍ତି ?

“ଏହା ମୋଶା ଥିଲେ ଯିଏ ତୁମ୍ଭମାନଙ୍କୁ ବ୍ୟବସ୍ଥା ଦେଲେ |” (ଦେଖ: ବିସ୍ମୟସୂଚକ ପ୍ରଶ୍ନ)

କାହିଁକି ମୋତେ ମାରିବାକୁ ଇଛା କର ?

“ତୁମ୍ଭମାନେ ମୋତେ ମାରିବାକୁ ଚେଷ୍ଟା କରୁଅଛ |” (ଦେଖ: ବିସ୍ମୟସୂଚକ ପ୍ରଶ୍ନ)

ତୁମ୍ଭେମାନେ ଗୋଟିଏ ଭୂତ ଅଛ

“ତୁମ୍ଭେମାନେ ପାଗଳ ଅଟ !” (ଦେଖ: ବାଖ୍ୟନ କରିବା)

କିଏ ତୁମ୍ଭମାନଙ୍କୁ ହତ୍ୟା କରିବାକୁ ଚାହାନ୍ତି ?

“କେହି ତୁମ୍ଭମାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି !” (ଦେଖ: ବିସ୍ମୟସୂଚକ ପ୍ରଶ୍ନ)