Door43-Catalog_or_tn/JHN/07/17.md

648 B

କିନ୍ତୁ ଯେ ଆପଣା ପ୍ରେରଣାକର୍ତ୍ତାଙ୍କର ଗୌରବ ଅନ୍ୱେଷଣ କରେ ସେହି ବ୍ୟକ୍ତି ସତ୍ୟ, ଏବଂ ତାଙ୍କଠାରେ କୌଣସି ଅଧର୍ମ ନାହିଁ |

“କିନ୍ତୁ ମୁଁ ବିଷୟଗୁଡିକ କରୁଅଛି ଯେପରି ଯେ ଅନ୍ୟମାନେ ଆପଣା ପ୍ରେରଣାକର୍ତ୍ତାଙ୍କର ଗୌରବ ଅନ୍ୱେଷଣ କରିବେ, ଏବଂ ମୁଁ ଜଣେ ଯିଏ ସତ୍ କହେ |ମୁଁ ମିଥ୍ୟା କହେ ନାହିଁ |”