Door43-Catalog_or_tn/JHN/06/66.md

624 B

ତାଙ୍କ ଶିଷ୍ୟମାନେ

ଏଠାରେ “ତାଙ୍କ ଶିଷ୍ୟମାନେ” ସାଧାରଣ ଜନତାର ଦଳ ଯିଏ ଯୀଶୁଙ୍କୁ ଅନୁସରଣ କରନ୍ତି ଦର୍ଶାଏ |

ବାର ଜଣ

ଏହା ଏକ ବାର ଜଣ ଯିଏ ଯୀଶୁଙ୍କ ସମଗ୍ର ତାଙ୍କ ସେବାକାର୍ଯ୍ୟରେ ସ୍ୱତନ୍ତ୍ର ଦଳ ଅଟନ୍ତି |ଏହା ମଧ୍ୟ ଅନୁବାଦ କରିପାରନ୍ତି “ବାର ଜଣ ଶିଷ୍ୟମାନେ |” (ଦେଖ: ଉହ୍ୟତା)