Door43-Catalog_or_tn/JHN/06/62.md

1.4 KiB

ଯୀଶୁ ଯେଉଁମାନେ ତାଙ୍କ କଥା ଶୁଣନ୍ତି ସେହି ଲୋକମାନଙ୍କୁ କହନ୍ତି (୬:୩୨ )|

ତାହାହେଲେ ମନୁଷ୍ୟପୁତ୍ର ପୂର୍ବରେ ଯେଉଁ ସ୍ଥାନରେ ଥିଲେ, ସେ ସ୍ଥାନକୁ ଯେବେ ତାହାଙ୍କୁ ଆରୋହଣ କରିବା ଦେଖିବେ ?

“ଯଦି ତୁମେ ମୋତେ ଦେଖିବେ ବୋଧହୁଏ ତୁମେ ମୋର ସମ୍ବାଦରେ ବିଶ୍ୱାସ କରିବ, ଜଣେ ଯିଏ ସ୍ୱର୍ଗରୁ ଆସିଲେ ପୂର୍ବରେ ଯେଉଁ ସ୍ଥାନରେ ଥିଲେ ସେଠାକୁ ଆରୋହଣ କରିବେ !” (ଦେଖ:ବିସ୍ମୟସୂଚକ ପ୍ରଶ୍ନ)

ଶବ୍ଦଗୁଡିକ

“ସମ୍ବାଦ |” ସମ୍ଭାବ୍ୟ ଅର୍ଥଗୁଡିକ: ୧) ମୂଳଶବ୍ଦ ସୂଚକରେ ତାଙ୍କ ଶବ୍ଦଗୁଡିକ)

ଆତ୍ମା ଅଟେ, ଏବଂ ସେମାନେ ଜୀବନ ଅଟେ

ଏହି ଦୁଇଟି ଶବ୍ଦଗୁଡିକ ବହୁ ସମ ଅର୍ଥଗୁଡିକ ରହିଅଛି | ଏଟି: “ମୁଁ ଯାହା କହିଅଛି ଆତ୍ମିକ ଜୀବନ ଆଣେ ” (ଦେଖ: ହେଣ୍ଡିଦିଆସ୍)