Door43-Catalog_or_tn/JHN/06/60.md

910 B

ଯୀଶୁ ଯେଉଁମାନେ ତାଙ୍କ କଥା ଶୁଣନ୍ତି ସେହି ଲୋକମାନଙ୍କୁ କହନ୍ତି (୬:୩୨ )|

କିଏ ଏହା ଗ୍ରହଣ କରିପାରେ ?

“କେହି ଏହା ଗ୍ରହଣ କରି ପାରିବେ ନାହିଁ |” ବା “ଏହା ଅଗ୍ରହଣୀୟ ଅଟେ |”

ଏହା ତୁମକୁ ଘୃଣା କରେ କି ?

ଏଟି: “ମୁଁ ଆଶ୍ଚର୍ୟ୍ୟାନ୍ନିତ ହୁଏ ଯେ ଏହା ତୁମକୁ ଘୃଣା କରେ !” ଦେଖ: ବିସ୍ମୟସୂଚକ ପ୍ରଶ୍ନ)

ତୁମକୁ ଘୃଣା କରେ

“ତୁମ୍ଭମାନଙ୍କର ବିଶ୍ୱାସକୁ ସମର୍ପଣ କରିବା ତୁମେ ବିଘ୍ନର କାରଣ ଅଟ ” ବା “ତୁମକୁ ବିରକ୍ତ କରେ”