Door43-Catalog_or_tn/JHN/06/57.md

554 B
Raw Permalink Blame History

ଯୀଶୁ ଯେଉଁମାନେ ତାଙ୍କ କଥା ଶୁଣନ୍ତି ସେହି ଲୋକମାନଙ୍କୁ କହନ୍ତି (୬:୩୨ )|

ଜୀବିତ ପିତା

ଏହାର ଅର୍ଥ ହୋଇପାରେ ୧) “ପିତା ଯିଏ ଜୀବନ ଦିଏ ” (ଦେଖ ଇଉଡିବି) ବା ) “ପିତା ଯିଏ ଜୀବିତ ଅଟନ୍ତି ,” ଯେପରି ଲୋକ ବା ପଶୁଗୁଡିକ ଜୀବନ୍ତ , “ମୃତ୍ୟୁ”ର ବିପକ୍ଷ |(୬:୫୧)|