Door43-Catalog_or_tn/JHN/06/54.md

4 lines
532 B
Markdown

ଯୀଶୁ ଯେଉଁମାନେ ତାଙ୍କ କଥା ଶୁଣନ୍ତି ସେହି ଲୋକମାନଙ୍କୁ କହନ୍ତି (୬:୩୨ )|
# ପ୍ରକୃତ ଖାଦ୍ୟ … ପ୍ରକୃତ ପେୟ
ଯୀଶୁଙ୍କୁ ବିଶ୍ୱାସରେ ଗ୍ରହଣ କରିବା ଅନନ୍ତ ଜୀବନ ପ୍ରଦାନ କରେ ସେହିପରି ଖାଦ୍ୟ ଓ ପେୟ ପ୍ରାକୃତିକ ଶରୀରକୁ ପୋଷଣ କରେ | (ଦେଖ: ତୁଳନା)