Door43-Catalog_or_tn/JHN/06/52.md

645 B

ଯୀଶୁ ଯେଉଁମାନେ ତାଙ୍କ କଥା ଶୁଣନ୍ତି ସେହି ଲୋକମାନଙ୍କୁ କହନ୍ତି (୬:୩୨ )|

ସତ୍ୟ, ସତ୍ୟ

ଏହିଭାବେ ତୁମେ ୧:୫୧ରେ ଅନୁବାଦ କଲ |

ମନୁଷ୍ୟ ପୁତ୍ରଙ୍କ ମାଂସ ଖାଇବା ଏବଂ ତାଙ୍କ ରକ୍ତ ପାନ କରିବା

ମନୁଷ୍ୟ ପୁତ୍ରଙ୍କୁ ବିଶ୍ୱାସରେ ଗ୍ରହଣ କରିବା ମାଂସ ଏବଂ ପାନ ଗ୍ରହଣ କରିବା ସହ ସମାନ | (ଦେଖ: ତୁଳନା)