Door43-Catalog_or_tn/JHN/06/50.md

588 B
Raw Permalink Blame History

ଯୀଶୁ ଯେଉଁମାନେ ତାଙ୍କ କଥା ଶୁଣନ୍ତି ସେହି ଲୋକମାନଙ୍କୁ କହନ୍ତି (୬:୩୨ )|

ଏହା ରୋଟୀ ଅଟେ

ଦେଖ ୬:୩୫|

ଜୀବନ୍ତ ରୋଟୀ

ଏହାର ଅର୍ଥ ହୋଇପାରେ ୧) ସମାନଭାବେ “ଜୀବନର ରୋଟୀ” (୬:୩୫) ବା ) “ରୋଟୀ ଯାହା ସଜୀବ ଅଟେ ,” ଯେପରି ଲୋକ ବା ପଶୁଗୁଡିକ ଜୀବନ୍ତ , “ମୃତ୍ୟୁ”ର ବିପକ୍ଷ |