Door43-Catalog_or_tn/JHN/06/35.md

838 B

ଯୀଶୁ ଲୋକମାନଙ୍କୁ କଥା କୁହନ୍ତି (୬:୩୨ )|

ମୁଁ ଜୀବନଦାୟକ ରୋଟୀ ଅଟେ

ଯୀଶୁ ରୋଟୀ ସହ ନିଜକୁ ତୁଳନା କରୁଛନ୍ତି | ଠିକ ଯେପରି ରୋଟୀ ଆମ୍ଭମାନଙ୍କ ଶାରୀରିକ ଜୀବନ ପାଇଁ ଆବଶ୍ୟକ, ଯୀଶୁ ଆମ୍ଭମାନଙ୍କ ଆତ୍ମିକ ଜୀବନ ପାଇଁ ଆବଶ୍ୟକ | (ଦେଖ:ତୁଳନା)

ସେ ମୋ ନିକଟକୁ ଆସିବେ ମୁଁ କୌଣସି ପ୍ରକାରେ ବାହାର କରିଦେବି ନାହିଁ

“ଯିଏ ମୋ ପାଖକୁ ଆସେ ମୁଁ ପ୍ରତ୍ୟେକଙ୍କୁ ଧରି ରଖିବି |” (ଦେଖ: ମୂଳଭାଷା)