Door43-Catalog_or_tn/JHN/06/22.md

1020 B

ସମୁଦ୍ର ସେପାରିରେ ଠିଆ ହୋଇଥିଲେ

ଗାଲିଲୀ ସମୁଦ୍ରକୁ ମଧ୍ୟ ତିବିରୀଆ ସମୁଦ୍ର କହନ୍ତି (ଦେଖ: ଗାଲିଲୀର ସମୁଦ୍ର)

(ଯାହାହେଉ, ସେଠାରେ ଥିଲେ…ପ୍ରଭୁ ଧନ୍ୟବାଦ ଦେଲେ |)

ଆପଣଙ୍କର ଭାଷାରେ ବ୍ୟବହାର କରି ଦର୍ଶାନ୍ତୁ ଯେ ଏହା ହିଁ ସୂଚନାର ପୃଷ୍ଠଭୂମି| (ଦେଖ:ଲେଖାର ଶୈଳୀ ପୃଷ୍ଠଭୂମିର ସୂଚନା)

ନୌକାଗୁଡିକ ତିବିରୀଆ ସମୁଦ୍ରଠାରୁ ଆସିଲା

ନୌକାଗୁଡିକ ଲୋକମାନଙ୍କ ପୂର୍ବରୁ ତଥା ଶିଷ୍ୟମାନଙ୍କୁ ଛାଡିଲା ପରେ ଆସିଲା “ଦେଖିଲେ ଯେ ସେଠାରେ କୌଣସି ଅନ୍ୟ ନୌକା ନ ଥିଲା |”