Door43-Catalog_or_tn/JHN/06/19.md

805 B

ଶିଷ୍ୟମାନେ ନୌକା ବାହିଲେ

ନୌକାଗୁଡିକ ସାଧାରଣତଃ ଦୁଇ,ଚାରି ବା ଛଅ ଜଣ ଲୋକ ଗୋଟିଏ ପକ୍ଷ ଏକାଠି ଆହୁଲାସହ ଆହୁଲା ମାରନ୍ତି | ଆପଣମାନଙ୍କ ସଂସ୍କୃତିରେ ଗୋଟିଏ ଜଳପଥରେ ବିଭିନ୍ନ ମାର୍ଗରେ ନୌକା ତିଆରି କରି ପାର କରନ୍ତି |

ପ୍ରାୟ ପଚିଶି ବା ତିରିଶ ଦୂରତା

“ପ୍ରାୟ ପଚିଶି ବା ତିରିଶ କିଲୋମିଟର | ଗୋଟିଏ “ଷ୍ଟାଡିୟମ” ୧୮୫ ମିଟର ଅଟେ | (ଦେଖ:ବାଇବଲ ସମ୍ବନ୍ଧୀୟ ଦୂରତା)