Door43-Catalog_or_tn/JHN/06/16.md

457 B

(ଏହା ସନ୍ଧ୍ୟା ସମୟ ଥିଲା, ଏବଂ ଯୀଶୁ ସେପର୍ଯ୍ୟନ୍ତ ସେମାନଙ୍କ ନିକଟକୁ ଆସି ନ ଥିଲେ |)

ଆପଣଙ୍କର ଭାଷାରେ ବ୍ୟବହାର କରି ଦର୍ଶାନ୍ତୁ ଯେ ଏହା ହିଁ ସୂଚନାର ପୃଷ୍ଠଭୂମି| (ଦେଖ:ଲେଖାର ଶୈଳୀ ପୃଷ୍ଠଭୂମିର ସୂଚନା)