Door43-Catalog_or_tn/JHN/06/07.md

930 B

ଦୁଇ ଶହ ଦିନାରୀମୂଲ୍ୟର ରୋଟୀ

“ରୋଟୀର ମୂଲ୍ୟ ଯେ ଦୁଇ ଶହ ଦିନର ମଜୁରିଗୁଡିକ ସହ ସମାନ |” “ଦିନାରୀ” ଦିନାରିଅସ୍‌ର ବହୁବଚନ ଅଟେ |” (ଦେଖ: ବାଇବଲ ସମନ୍ଧୀୟ ଟଙ୍କା)

ଯବ ରୋଟୀଗୁଡିକ

ଛୋଟ, ମୋଟା, ଗୋଟିଏ ସାଧାରଣ ଦାନାରୁ ଗୋଲିଆ ରୁଟିଗୁଡିକ ତିଆରି ହୁଏ |

ଏତେ ଲୋକଙ୍କ ପାଇଁ ତାହା କଅଣ ହେବ ?

“ଏହି କିଛି ରୋଟୀ ଏବଂ ମାଛଗୁଡିକ ଏତେ ଲୋକଙ୍କ ପାଇଁ ଖୁଆଇବା ନିମନ୍ତେ ଯଥେଷ୍ଟ ନୁହଁ |” (ଦେଖ: ବିସ୍ମୟସୂଚକ ପ୍ରଶ୍ନ ଏବଂ ବିଲୋପ ଶବ୍ଦ)